29.1 C
Bhubaneswar
Saturday, May 16, 2026
Homeଓଡିଶାବିଜୁ ଆଦର୍ଶ ହତ୍ୟା କରିବାକୁ ଷଡଯନ୍ତ୍ର: ପ୍ରଭାତ

ବିଜୁ ଆଦର୍ଶ ହତ୍ୟା କରିବାକୁ ଷଡଯନ୍ତ୍ର: ପ୍ରଭାତ

ଭୁବନେଶ୍ୱର: ଓଡିଶା ନାଗରିକ ମଞ୍ଚରେ ବିଜେଡିକୁ ଟାର୍ଗେଟ କଲେ ପ୍ରଭାତ ତ୍ରିପାଠୀ । ବିଜୁ ବାବୁଙ୍କ ନାଁରେ ଯେଉଁ ସରକାର ୨୪ ବର୍ଷ ରହିଲା ସେଠି କିଛି ହୋଇନି । ବିଜୁ ଆଦର୍ଶକୁ ହତ୍ୟା ପାଇଁ ଫଟୋକୁ ରାତି ଅଧିଆ ହଟାଇବାକୁ ଷଡଯନ୍ତ୍ର ହୋଇଛି । ନାଗରିକ ମଞ୍ଚ ବିଜୁ ବାବୁଙ୍କ ସ୍ୱପ୍ନ ଆଦର୍ଶ ପୂରଣ କରିବ । ଭବିଷ୍ୟତ ମାର୍ଗ ପ୍ରସ୍ତୁତ କରିବାର ଆହ୍ୱାନ ଓଡିଶା ନାଗରିକ ମଞ୍ଚ ପାଖରେ । ସୂଡନା ଥାଉକି, ଆଜି ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳୀ ସମାରହୋ ଦିବସ ଓୟୁଏଟିରେ ପାଳନ କରାଯାଇଛି । ଏହି ଅବସରରେ କିଛି ପୁରୁଖା ନେତା ମାନେ ମଧ୍ୟ ସାମିଲ ଅଛନ୍ତି । ପୂର୍ବରୁ ଦିଲ୍ଲୀପ ରାୟ ବିଜୁବାବୁଙ୍କ ସହ ବିତେଇଥିବା କିଛି ମୂହୁର୍ତ୍ତ ଜନତାଙ୍କ ଆଗରେ ବାଣ୍ଟିଥିଲେ । ସେତେବେଳେ ସେ ଭାବବିହ୍ୱଳିତ ହୋଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking