26.7 C
Bhubaneswar
Friday, June 12, 2026
Homeଓଡିଶା୨ ଦିନରେ ତେଲ ବିକ୍ରି ୩୭% ବଢିଛି: ଆଇଓସିଏଲ

୨ ଦିନରେ ତେଲ ବିକ୍ରି ୩୭% ବଢିଛି: ଆଇଓସିଏଲ

ଭୁବନେଶ୍ୱର:  ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବଢିଛି । ଏନେଇ ପ୍ରେସମିଟରେ ଆଇଓସିଏଲ ସିଜିଏମ କମଲ ସିଲ ସୂଚନା ଦେଇଛନ୍ତି । ଓଡିଶାରେ ପ୍ରତିଦିନ ୪ ହଜାର କିଲୋ ଲିଟର ପେଟ୍ରୋଲ ବିକ୍ରି ହୁଏ । ଆବଶ୍ୟକ ସ୍ଥଳରେ ବିକଳ୍ପ ବ୍ୟବସ୍ଥା କରାଯିବ। ବସ ଏବଂ ଟ୍ରକ ପାଇଁ ସ୍ୱତନ୍ତ୍ର ପମ୍ପ ରିଜର୍ଭ ରହିବ। ରାଜ୍ୟରେ ପର୍ଯ୍ୟାପ୍ତ ତୈଳ ମହଜୁଦ ଅଛି। ସବୁ ଜିଲ୍ଲାରେ ୨ଟି ପମ୍ପ ବସ ପାଇଁ ରିଜର୍ଭ ରଖିବାକୁ ଦାବି କରିଛି ଘରୋଇ ବସ ମାଲିକ ସଂଘ। ସରକାର ସଂଘର ପ୍ରସ୍ତାବ ଉପରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ରାତ୍ରୀକାଳୀନ ବସ ପାଇଁ ତେଲ ମିଳିବାର ପ୍ରତିଶ୍ରୁତି ମିଳିଛି। ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି କହିଛି ପରିବହନ ଆୟୁକ୍ତ ୪୮ ଘଣ୍ଟାର ମହଲତ ମାଗିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking