25.1 C
Bhubaneswar
Thursday, May 9, 2024
Homeଓଡିଶାକଂଗ୍ରେସର ୬୦ ଟିକେଟ ଫାଇନାଲ : ତାରା

କଂଗ୍ରେସର ୬୦ ଟିକେଟ ଫାଇନାଲ : ତାରା

ଭୁବନେଶ୍ୱର : କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କ ପ୍ରତିକ୍ରିୟା । କିଏ ଟିକେଟ ପାଇବ, ନ ପାଇବ ଆମେ ମାନସିକ ସ୍ତରରେ ପ୍ରସ୍ତୁତ । ଡିତିବା ସମ୍ଭାବନା ଥିବା ଲୋକଙ୍କୁ ହିଁ ଟିକେଟ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇ ସାରିଛି । ନିଜର ଏକତା ପ୍ରମାଣିତ ପାଇଁ ବସ୍‌ରେ ଏକାଠି ହୋଇ ବୁଲିବୁ । ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡି ସରକାର ଗଢିବୁ ବୋଲି କହିଲେ ତାରା ।

୪ ବର୍ଷର ପୁଅକୁ ହତ୍ୟା ପରେ ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମା’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking