୪ ବର୍ଷର ପୁଅକୁ ହତ୍ୟା ପରେ ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମା’

ବେଙ୍ଗାଲୁର : ବେଙ୍ଗାଲୁରର ଏକ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଥିବା ଜଣେ ୩୯ ବର୍ଷୀୟ ମହିଳା ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ପୁଅର ଶବକୁ ବ୍ୟାଗରେ ନେଇ ଯାତ୍ରା କରିଥିଲେ। ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତେବେ ସେ ମହିଳା ଜଣକ ପୁଅର ଶବକୁ ଏକ ବ୍ୟାଗରେ ରଖି ଗୋଆରୁ ବେଙ୍ଗାଲୁରୁକୁ ଯାତ୍ରା କରିଛନ୍ତି। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ … Continue reading ୪ ବର୍ଷର ପୁଅକୁ ହତ୍ୟା ପରେ ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମା’