33.1 C
Bhubaneswar
Saturday, April 27, 2024
Homeଓଡିଶାପୂର୍ବତନ ସିଡିଏଓ ପ୍ରଦୀପ ମହାନ୍ତିିଙ୍କୁ ବାଧ୍ୟତାମୂଳକ ଅବସର

ପୂର୍ବତନ ସିଡିଏଓ ପ୍ରଦୀପ ମହାନ୍ତିିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ପୂର୍ବତନ ସିଡିଏଓ ପ୍ରଦୀପ ମହାନ୍ତିିଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । କୋରାପୁଟ ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ତେବେ ପୂର୍ବରୁ ପ୍ରଦୀପଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିଲା । ଗତ ଜୁଲାଇ ୨ରେ ଭିଜିଲାନ୍ସ ହାତରେ ପ୍ରଦୀପ ଧରାପଡିଥିଲେ । ଗାଡିରୁ ଜବତ ହୋଇଥିବା ୧୧ ଲକ୍ଷ ଟଙ୍କାର ହିସାବ ମଧ୍ୟ ଦେଇପାରିନଥିଲେ । ସେହିଦିନ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଭିଜିଲାନ୍ସ । ଏହା ବ୍ୟତିତ ପ୍ରଦୀପଙ୍କ ନିକଟରୁ ସାଢେ ୩ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking