30.1 C
Bhubaneswar
Saturday, April 27, 2024
Homeଓଡିଶାଯଖପୁରା ଠାରେ ଜଟିଆ ଷ୍ଟିଲି ପାଚେରୀ ନିର୍ମାଣକୁ ନେଇ ଶାସକ ଦଳର ୨ ଗୋଷ୍ଟି ମଧ୍ୟ୍ୟରେ...

ଯଖପୁରା ଠାରେ ଜଟିଆ ଷ୍ଟିଲି ପାଚେରୀ ନିର୍ମାଣକୁ ନେଇ ଶାସକ ଦଳର ୨ ଗୋଷ୍ଟି ମଧ୍ୟ୍ୟରେ ଗୋଷ୍ଟି କନ୍ଦଳ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପା ଞ୍ଚଳ ର ଯଖପୁରା ଥାନା ଅନ୍ତର୍ଗତ ଯଖପୁରାଠାରେ ଜଟିଆଷ୍ଟିଲି ପ୍ଲାଣ୍ଟ ର ପାଚେରୀ ନିର୍ମାଣ କୁ ନେଇ ଶାସକ ଦଳ ର ଦୁଇ ଗୋଷ୍ଟି ମଧ୍ୟ୍ୟ ରେ ହାତା ହାତୀ ହୋଇ ଲହୁ ଲୁହାଣ ହୋଇ ଛନ୍ତି ଗଣ୍ଡ ଗୋଳ ର ମୁଖ୍ୟ କାପଟ ଦାର ସରପଞ୍ଚ ସମେତ ଗଣ୍ଡ ଗୋଳ କାରୀଙ୍କୁ ଗିରଫ କରିବା ଦାବି ରେ ଯଖପୁରl ଥାନା ରେ ଠିକା ଦାର ଙ୍କ ସମର୍ଥକ ମାନେ ଧାରଣା ଦେଇ ଛନ୍ତି
ଯଖପୁରା ଜଟିଆଷ୍ଟିଲି ପ୍ଲାଣ୍ଟ ରେ ପ୍ରଶ୍ନ ଜିତି ନାୟକ ଙ୍କର ମମତା ଇନ୍ଟର୍ପ୍ରାଇଜେସ କାର୍ଯ୍ୟ ଚାଲିଥିବା ବେଳେ ଯଖପୁରା ସରପଞ୍ଚ ତାଙ୍କ ସମର୍ଥକ ମାନେ କାର୍ଯ୍ୟ କରିବା କୁ ନେଇ ଠିକାଦାର ପ୍ରଶ୍ନଜିତି ନାୟକ ଙ୍କୁ ଗୋଡେଗୋଡେଇ ମାଡ ମାରି ବା ସହିତ ତାଙ୍କ ଉପରକୁ ପେଟ୍ରୋଲ ଫୋପାଡିବା ସହିତ ତାଙ୍କ ଗାଡ଼ିକୁ ନିଆଁ ଲଗାଇବା ପାଇଁ ଚେଷ୍ଟା କରୁଥିଲେ ଓ ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଓ ଠିକାଦାର ଙ୍କ କ୍ରର୍ମଚାରୀ ସସ୍ମୃତିରଞନ ବ୍ରହ୍ମ ଙ୍କୁ ମୁଣ୍ଡକୁ ମାଡ଼ ମାରି ରକ୍ତାକ୍ତ କରିବା ସହିତ ଠିକାଦାର ଭାଇ ଆଶିଷ ଅମିତାଭ ନାୟକ ଙ୍କୁ ମାଡ ମାରି ହାତ ଭାଙ୍ଗି ଦେଇଥିଲେ ଏଭଳି ଦୁଇ ଭାଇ ଙ୍କ ହାତ ଭାଙ୍ଗି ଥିଲା।

ଏହାକୁ ନେଇ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିର୍ତ୍ତି କରାଯାଇଥିଲେ। ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ କୁ ହସ୍ତାନ୍ତର କରl ଯାଇଛି । ସରପଞ୍ଚ ତାଙ୍କ ସହଯୋଗୀ ଠିକାଦାର ଙ୍କୁ ଭୂଜାଲି ଓ ଠେଙ୍ଗା ନେଇ ଯାଇଥିଲେ ଜୀବନରେ ମାରିଦେବା ପାଇଁ ମସୁଧା କରି ଥିଲେ ତେଣୁ ସେମାନଙ୍କୁ ଗିରଫ ଦାବିରେ ମମତା ଇନ୍ଟର୍ପ୍ରାଇଜେସ କର୍ମଚାରୀ ଓ ଠିକାଦାର ଓ ତାଙ୍କ ଭାଇ ସଙ୍କଟାପୁନ୍ନ ଥିବା ପରିବାର ଲୋକେ ଯଖପୁରା ଥାନା ଆଗରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ। ଯେପର୍ଯ୍ୟନ୍ତ ଗିରଫନ କରାଯାଇଛି ସେ ପର୍ଯ୍ୟନ୍ତ ଥାନା ଆଗରୁ ହଟିବୁ ନାହିଁ ବୋଲି କହିଥିଲେ।ଉଭୟ ଶାସକ ଦଳ ର ହୋଇ ଥିବା ରୁ ପୋଲିସ ର ମୁଣ୍ଡ ବ୍ୟଥା ର କରଣ ହୋଇ ଛି ଘଟଣା ସ୍ଥଳରେ ରେ କଳିଙ୍ଗନଗର ଅତି ରିକ୍ତ ଏସପି ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇ ଛନ୍ତି ସେ ଗ୍ରାମ ରେ ଉତେଜନା ପୂର୍ଣ୍ଣ ତିବାରୁ ସଶସ୍ତ୍ର ପୋଲିସ ମୁତୟନ କରା ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking