କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ବ ପୋଲିସ ପଡିଆରେ ୫୮ ତମ ହୋମଗାର୍ଡ ଦିବସ ତଥା ସିଭିଲ ଡିଫେନ୍ସ ଅନୁଆଲ ଡେ-୨୦୨୦ ପାଳିତ ହୋଇଯାଇଛି । କଳାହାଣ୍ଡି ଏସ୍ପି ବ।ତୁଲାଗଙ୍ଗାଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବସହ ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରି ସମ୍ପ୍ରତି ସମାଜରେ ଆଇନ ଶୃଙ୍ଗଳା ରକ୍ଷା ରେ ହୋମଗାର୍ଡ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ଅଛି ବୋଲି ପ୍ରକାଶ କରିଥିଲେ ।