29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଢକଲନରେ ବ୍ୟସ୍ତ ଜିଆରଏସ

ଢକଲନରେ ବ୍ୟସ୍ତ ଜିଆରଏସ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତ GRS ଭାବେ କାର୍ଯ୍ୟ କରନ୍ତି । ସବୁବେଳେ କାମସାରି ମଦପିଅନ୍ତି । ଏଠି ପ୍ରଶ୍ନବାଚୀ ସୁଷ୍ଟିହୁଏ ଯେ , ସବୁଦିନେ ମଦପିଅନ୍ତି ଟଙ୍କା ଆସୁଛି କେଉଁଠି । ସୁଚନାରୁ ଜଣା ପଡୁଛି,  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମରେ ବୁଲି ଦେଖିବାକୁ ଜାଇଥିବା ବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ଆବାସର ବିଲ ବାବଦ ପାଇଁ କିଛି ଦଲାଲଙ୍କ ମଧ୍ୟରେ ଟଙ୍କା ଆସେ ଓ ଦଲାରି ଟଙ୍କା ଆଣି ମଦ ଦୋକାନରେ ମଦପିଅନ୍ତି । ଦେଖନ୍ତୁ,  ଜଣେ ସରକାରୀ ଚାକିରୀ କରି କିଭଳି ମଦ ଟେବୁଲ୍  ଉପରେ ଗ୍ଲାସ ରେ  ମଦ ଟେକି ଦେଉଛନ୍ତୀ ଓ ପାଖରେ ଥୁଆ ହୋଇଛି ଚଖଣା । ସରକାରୀ ବାବୁ ଜଣଙ୍କ ବୋଧେ ନିଜ ସ୍ଥାନ ଭୁଲି ଯାଉଛନ୍ତି । ଆଉ କେଉଁ ଜାଗାରେ ବସି ମଦ ପିଇବା କଥା ତାହା ମଧ୍ୟ ଭୁଲିଯାଉଛନ୍ତି । ଦେଖିବା କୁ ବାକି ରହିଲା ପ୍ରଶାସନ କିଭଳି ଗଭିର ଭାବେ ପଦକ୍ଷେପ ନେଉଛନ୍ତି ନା ଫସର ଫାଟିଜାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking