29.1 C
Bhubaneswar
Thursday, May 9, 2024
Homeଓଡିଶାବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରମ୍‌

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରମ୍‌

ଭୁବନେଶ୍ୱର :  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାର୍ଜଫ୍ରେମ ଦାଖଲ ।ବିଧାୟକଙକ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ଦାଖଲ । ସ୍ପେଶାଲ ଜଜ୍‌, ସ୍ପେଶାଲ କୋର୍ଟରେ ଦାଖଲ ହେଲା ଚାର୍ଜ ଫ୍ରେମ୍ । ଗତବର୍ଷ ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା ।

ଜ୍ଞାନବ୍ୟାପୀ ମମଲା : ହିନ୍ଦୁଙ୍କୁ ପୂଜା ଅନୁମତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking