29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜ୍ଞାନବ୍ୟାପୀ ମମଲା : ହିନ୍ଦୁଙ୍କୁ ପୂଜା ଅନୁମତି

ଜ୍ଞାନବ୍ୟାପୀ ମମଲା : ହିନ୍ଦୁଙ୍କୁ ପୂଜା ଅନୁମତି

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ମମଲାରେ ବଡ ନିଷ୍ପତ୍ତି । ଜ୍ଞାନବ୍ୟାପୀ ମମଲାରେ ବାରଣାସୀ ଜିଲ୍ଲା କୋର୍ଟଙ୍କ ବଡ ରାୟ । ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ ମିଳିଲା ଅନୁମତି । ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ପୂଜା ପାଇଁ ସମସ୍ତ ବ୍ୟାରିକେଡ୍ ହଟାଇବାକୁ କହିଲେ କୋର୍ଟ । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ନିର୍ଦ୍ଦେଶ । ୧୯୯୩ ନଭେମ୍ବରରୁ ଜ୍ଞାନବ୍ୟାପୀରେ ବନ୍ଦ ରହିଛି ପୂଜାପାଠ ।

ଠକାମୀର ଶିକାର ହେଲେ ଶାନ୍ତନୁ ମାହେଶ୍ଵରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking