ଠକାମୀର ଶିକାର ହେଲେ ଶାନ୍ତନୁ ମାହେଶ୍ଵରୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଶାନ୍ତନୁ ମାହେଶ୍ଵରୀ। ବର୍ତ୍ତମାନ ତାଙ୍କ ସହ ଚକିତକର ଘଟଣା ଘଟିଛି। ନିକଟରେ ଅଭିନେତା ଏକ ବଡ ଘୋଟାଲାର ଶିକାର ହୋଇଥିଲେ। ତାଙ୍କ ସହ ଏପରି ଏକ ଠକେଇ ହୋଇଛି ଯେ ସେ ନିଜେ ଚକିତ ହୋଇଯାଇଛନ୍ତି। ଅଭିନେତା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଛନ୍ତି। ଶାନ୍ତନୁ  ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ପୁରା ଘଟଣା ବର୍ଣ୍ଣନା କରିଛନ୍ତି ଏବଂ ମୁମ୍ବାଇ … Continue reading ଠକାମୀର ଶିକାର ହେଲେ ଶାନ୍ତନୁ ମାହେଶ୍ଵରୀ