24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶନଭେମ୍ବର ୩୦ରୁ ସିବିଏସଇ ଦଶମ ଟର୍ମ-୧

ନଭେମ୍ବର ୩୦ରୁ ସିବିଏସଇ ଦଶମ ଟର୍ମ-୧

ନୂଆଦିଲ୍ଲୀ: ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ର  ଡେଟସିଟ ଜାରି କରାଯାଇଛି । ଡେଟସିଟ ଅନୁସାରେ ଦଶମ ପରୀକ୍ଷା ୩୦ ନଭେମ୍ବରରୁ ଓ ଦ୍ୱାଦଶର ଟର୍ମ ୧ ପରୀକ୍ଷା ୧ ଡିସେମ୍ବରରୁ ଆରମ୍ଭ ହେବ । ଏହି ଡେଟସିଟକୁ ଛାତ୍ରଛାତ୍ରୀ ସିବିଏସଇର ଅଫିସିଆଲ ୱେବସାଇଟ www.cbse.gov.in  କୁ ଯାଇ ଡାଉନଲୋଡ କରିପାରିବେ । ଏହି ପରୀକ୍ଷା ନିଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଅଫଲାଇନ ମୋଡରେ ଆୟୋଜିତ କରାଯିବ । ପେପରର ଅବଧି ୯୦ ମିନିଟର ହେବ ଓ ପ୍ରଶ୍ନ ପଢିବା ପାଇଁ ୨୦ ମିନିଟ ମିଳିବ । ଏଥିରେ ୫୦ ପ୍ରତିଶତ ପ୍ରଶ୍ନପତ୍ର ସିଲାବସରୁ ଆସିବ । ପରୀକ୍ଷା ୧୧.୩୦ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧ ରେ ସରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking