25.1 C
Bhubaneswar
Thursday, May 9, 2024
Homeଓଡିଶାକୋଟାରୁ ଆସିଥିବା ବସ୍ ଥାନାରେ ଅଟକ !

କୋଟାରୁ ଆସିଥିବା ବସ୍ ଥାନାରେ ଅଟକ !

ରାଉରକେଲା : ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ବସ୍ ଥାନାରେ ଅଟକ । ରାଜସ୍ଥାନ କୋଟାରୁ ଆସିଥିବା ବସ୍ ସେକ୍ଟର-୩ ଥାନାରେ ଅଟକ ସୂଚନା ମିଳିଛି । ରାତିରେ ବିଭିନ୍ନ କଲୋନୀରେ ଛାତ୍ରଛାତ୍ରୀଙ୍କୁ ଛାଡ଼ିଥିବା ଅଭିଯୋଗ ହୋଇଛି । ସମ୍ବଲପୁର ବିଭିନ୍ନ ସ୍ଥାନରେ ମଧ୍ୟ କିଛି ପିଲାଙ୍କ୍‌ୁ ଛାଡ଼ିଥିବା ସୂଚନା ମିଳିଛି । ବସ୍‌କୁ ଅଟକାଇ ସେକ୍ଟର-୩ ଥାନାରେ ଜିମା ଦେଲେ ସ୍ଥାନୀୟ ଲୋକେ । ଏବେ ବି ବସ୍ ଭିତରେ ବିଭିନ୍ନ ଜିଲ୍ଲାର ଆଉ କିଛି ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସେକ୍ଟର-୩ ପୁଲିସ ଖୋଳତାଡ଼ କରୁଥିବା ସୂଚନା ମିଳିଛି ।
https://onakhabar.com/2020/05/05/dhenkanal-iimc-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking