39.1 C
Bhubaneswar
Friday, April 26, 2024
Homeଓଡିଶାମା' ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍ ହସ୍ପିଟାଲ ଉଦଘାଟିତ

ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍ ହସ୍ପିଟାଲ ଉଦଘାଟିତ

ହିଞ୍ଜିଳିକାଟୁ : ସ୍ଥାନୀୟ ମେଇନ୍ ରେ।ଡସ୍ଥିତ ପୁରୁଣା ସିନେମା ହଲ ଛକରେ ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍ ହସ୍ପିଟାଲ ମଙ୍ଗଳବାର ଉଦଘାଟିତ ହେ।ଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭାରତ ବର୍ଷର ବିଶିଷ୍ଟ ଭେଷଜବିତ୍ ପ୍ରଫେସର ଡ଼ା. ପି.ସି. ସାହୁ ଯେ।ଗଦେଇ ହସ୍ପିଟାଲ ଉଦଘାଟନ କରିବା ସହ ହିଞ୍ଜିଳିକାଟୁ ଅଞ୍ଚଳରେ ଅତ୍ୟାଧୁନିକ ଚିକିତ୍ସା ଓ ପରୀକ୍ଷା ସୁବିଧା ଥିବା ଏହି ହସ୍ପିଟାଲ ପ୍ରଥମ ଓ ଅଞ୍ଚଳର ବହୁ ରେ।ଗୀ ବିଶେଷ ଉପକୃତ ହେ।ଇପାରିବେ ବେ।ଲି କହିଥିଲେ । ଏହି ଅବସରରେ ପ୍ରଫେସର ଡ଼ା. ସାହୁ ହସ୍ପିଟାଲର ଉତ୍ତରେ।ତ୍ତର ଉନ୍ନତି କାମନା କରିବା ସହ ଉଦ୍ୟେକ୍ତାମାନଙ୍କ ଉଦ୍ୟମ ପ୍ରଶଂସନୀୟ ବେ।ଲି କହିଥିଲେ । ହସ୍ପିଟାଲର ନିର୍ଦ୍ଦେଶକ ଅ ।ଡଭେ ।କେଟ ଲକ୍ଷ୍ମୀ ନାରାୟଣ ଦାଶ ହସ୍ପିଟାଲ ସମ୍ପର୍କରେ ସୂଚନା ଦେବା ସହ ଅ।ଗାମୀ ଦିନରେ ଏହାକୁ ଏକ ପ୍ରତିଷ୍ଠିତ ହସ୍ପିଟାଲରେ ପରିଣତ କରାଯିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି ବେ।ଲି କହିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ପୁରାତନ ସମ୍ବାଦପତ୍ର “ନବୀନ’ର ସମ୍ପାଦକ ରବି ରଥ ଯେ।ଗଦେଇ ତାଙ୍କ ଭାଷଣରେ ଉଦ୍ୟେ।କ୍ତାମାନେ ରେ।ଗୀସେବା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ଅ।ଗାମୀ ଦିନରେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କ ପାଇଁ ବେଶ ସହାୟକ ହେ।ଇପାରିବ ବେ।ଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣେଲ ଡ଼ାକ୍ତର ଅମର ଦାଶ, ଶିଶୁ, ପ୍ରସୂତି, ଅସ୍ଥିଶଲ୍ୟ, ମଧୁମେହ ଏବଂ ବିଭିନ୍ନ ଜଟିଳ ରେ।ଗର ଚିକିତ୍ସିକଙ୍କ ସମେତ ନିର୍ଦ୍ଦେଶକ ସଦାଶିବ ପାଣିଗ୍ରାହୀ, ଅ।ଡଭେ।କେଟ ପ୍ରଣବ କୁମାର ପାଢ଼ୀ, ଲକ୍ଷ୍ମୀ ନାରାୟଣ ଦାଶ, ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking