38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିନ୍ଦୁ ସାଗରରେ ପିଣ୍ଡଦାନ ବନ୍ଦ; ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ବିନ୍ଦୁ ସାଗରରେ ପିଣ୍ଡଦାନ ବନ୍ଦ; ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱର ବିନ୍ଦୁ ସାଗରରେ ପିଣ୍ଡଦାନ ନିଷେଧ ପ୍ରସଙ୍ଗରେ ହଠାତ୍ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାହାରୁ ଆସିଥିବା ଶ୍ରଦ୍ଧାଳୁ । ପୁରୁଣା ଭୁବନେଶ୍ୱର ଅଂଚଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଦେବୀ ପାଦହରା, କେଦାରଗୌରୀ, ବିନ୍ଦୁସାଗରକୁ ପ୍ରବେଶ ପ୍ରସ୍ଥାନ ବନ୍ଦ କରାଯାଇଛି । ରାତି ୧୦ଟା ପର୍ଯ୍ୟନ୍ତ ପୋଲିସ ଫୋର୍ସ ମୁତୟନ ରହିନା ନେଇ ସୂଚନା ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ କରୋନା ପାଇଁ ସମସ୍ତ ପ୍ରକାର ଓଷା ବାର ବ୍ରତ ଫିକା ପଡିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଏସବୁ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking