30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପାଟଣାଗଡ଼ ବୀଭତ୍ସ ହତ୍ୟାକାଣ୍ଡ ମାମଲା : ଆଉ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ୍

ପାଟଣାଗଡ଼ ବୀଭତ୍ସ ହତ୍ୟାକାଣ୍ଡ ମାମଲା : ଆଉ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ୍

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏହି ମାମଲାରେ ପୂର୍ବରୁ ୨ ଜଣଙ୍କୁ ଅଟକ ଅଛନ୍ତି । ଏବେ ୪ ଜଣଙ୍କୁ ଜେରା କରୁଛି ପାଟଣାଗଡ଼ ପୋଲିସ । ଘଟଣା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଏହା ମର୍ଡର ନା ସୁଇସାଇଡ୍‌ ? କିଏ ସେମାନଙ୍କୁ ହତ୍ୟା କଲା ? ଏମିତି ନୃଶଂସ ଭାବରେ କାହିଁକି ମାରିଲା ? ୬ ଜଣଙ୍କୁ ହତ୍ୟା କରି କେହି ମୃତଦେହକୁ ଘର ଭିତରେ ବନ୍ଦ କରି ନାହିଁ ତ ? ଏସବୁର ଖୋଳତାଡ ଚାଲିଛି । ବୁଧବାର ବନ୍ଦ ଘରୁ ଗୋଟିଏ ପରିବାରର ବାପା, ମାଆ ଓ ଚାରି ପିଲାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking