27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦେଶରେ କରୋନା ମୃତ୍ୟୁ ୧,୨୯,୧୮୮କୁ ବୃଦ୍ଧି

ଦେଶରେ କରୋନା ମୃତ୍ୟୁ ୧,୨୯,୧୮୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୪୪୬୮୪ ସଂକ୍ରମିତ ହୋଇଥିବା ବେଳେ ୫୨୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଏବେ ଦେଶରେ ସକ୍ରିୟ ସଂଖ୍ୟା ୪,୮୦,୭୧୯ ରହିଥିବା ବେଳେ ୮୧୬୩୫୭୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଦେଶରେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱରେ କରୋନା ମୃତ୍ୟୁ ୧୩ ଲକ୍ଷ ୮ ହଜାର ୪୮୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୩୭ ଲକ୍ଷ ୨୨ ହଜାର ୯୫୦ ରହିଛି । ତେବେ କରୋନାରୁ ଏଯାବତ୍ ୩ କୋଟି ୭୪ ଲକ୍ଷ ୯୦ ହଜାର ୮୬୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ବିଶ୍ୱର ମୋଟ ୨୧୬ ଦେଶକୁ ବ୍ୟାପିଛି ଏହି ମହାମାରୀ କରୋନା । କାହାକୁ ବି ଏହା ଛାଡୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking