33.1 C
Bhubaneswar
Saturday, April 27, 2024
Homeଓଡିଶାବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତିନିଧୀ ଆଜି ସକାଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ପ୍ରବୀଣ ନାୟକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସୁନ୍ଦରଗଡର ସଦର- ଏ ଜୋନ୍‌ର ବିଜେପି ଜେପି ପ୍ରାର୍ଥୀ ପ୍ରବୀଣ ନାୟକ ଗତକାଲି ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ବାଚନ ପାଇଁ ନଗଦ ଟଙ୍କା ବଣ୍ଟନ କରୁଥିବା ବେଳେ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking