28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦୁଇ ବର୍ଷରେ ନିପାତ ହୋଇଛନ୍ତି ୨୭ ଜଣ ମାଓବାଦୀ

ଦୁଇ ବର୍ଷରେ ନିପାତ ହୋଇଛନ୍ତି ୨୭ ଜଣ ମାଓବାଦୀ

ରାଞ୍ଚି: ଝାଡ଼ଖଣ୍ଡରେ ୨୦୨୦ ଜାନୁଆରୀ ଠାରୁ ୨୦୨୨ ଅଗଷ୍ଟ ଭିତରେ ନିପାତ ହୋଇଛନ୍ତି ୨୭ ଜଣ ମାଓବାଦୀ। ଏହି ସମୟରେ ଏକ ହଜାର ୧୩୧ ମାଓବାଦୀ ଗିରଫ ହୋଇଛନ୍ତି। ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ଶୁକ୍ରବାର କହିଛନ୍ତି, ୨୦୨୦ରୁ ୨୦୨୨ ଅଗଷ୍ଟ ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୋଟ ୧୦୮ ଥର ସାମ୍ନାସାମ୍ନୀ ହୋଇଛନ୍ତି । ଏହି ସମୟରେ ୪୫ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଅଧିକାରୀ ଜଣଙ୍କ କହିଛନ୍ତି ରାଜ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ସ୍ଥିତି ସମୀକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking