27.1 C
Bhubaneswar
Friday, May 10, 2024
Homeରାଜସ୍ଥାନ ବିଧାନସଭା ନିର୍ବାଚନ -2023ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତିବର୍ଷା, ନିର୍ବାଚନୀ ଇସ୍ତାହାର ରାଜ୍ୟବାସୀଙ୍କୁ ୫ ପ୍ରତିଶ୍ରୁତି

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତିବର୍ଷା, ନିର୍ବାଚନୀ ଇସ୍ତାହାର ରାଜ୍ୟବାସୀଙ୍କୁ ୫ ପ୍ରତିଶ୍ରୁତି

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଗେହଲଟ ସରକାରଙ୍କ ମାଷ୍ଟରଷ୍ଟ୍ରୋକ । ନିର୍ବାଚନୀ ଇସ୍ତାହାରରେ ଦେଲେ ୫ ପ୍ରତିଶ୍ରୁତି । ଏକ କୋଟି ୫୦ ଲକ୍ଷ ପରିବାରକୁ ୫ଶହ ଟଙ୍କାର ରୋଷେଇ ଗ୍ୟାସ, ଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧୦ହଜାର ଟଙ୍କା, ୨ଟଙ୍କା କିଲୋରେ ଗୋବର ଘଷି, ସରକାରୀ କଲେଜର ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷ ମାଗଣାରେ ଲ୍ୟାପଟପ ଓ ଟ୍ୟାବଲେଟ, ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମାରାଶି, ଓପିଏସ ଗ୍ୟାରେଟିଂ ଦେଇଛନ୍ତି ଗେହଲଟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking