32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରାଜନୀତିକୁ ଅଲବିଦା କହିଲେ ବାବୁଲ ସୁପ୍ରିୟୋ

ରାଜନୀତିକୁ ଅଲବିଦା କହିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ଓ ବଙ୍ଗଳାରେ ବିଜେପିର ବଡ ନେତା ବାବୁଲ ସୁପ୍ରିୟୋ ରାଜନୀତିକୁ ଅଲବିଦା କହିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସେ ରାଜନୀତିକୁ କେବଳ ସେବା ପାଇଁ ଆସିଥିଲେ । ଏବେ ସେ ନିଜ ପଥ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ । ସେ ରାଜନୀତିରୁ ଅଲଗା ହୋଇ ବି ନିଜର ସେହି ଉଦ୍ଦେଶ୍ୟକୁ ସଫଳ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking