30.1 C
Bhubaneswar
Thursday, May 9, 2024
Homeଅପରାଧବାଣ ବିସ୍ଫୋରଣ: ୨ ଗୁରୁତର

ବାଣ ବିସ୍ଫୋରଣ: ୨ ଗୁରୁତର

ଭୁୁବନେଶ୍ୱର: ବାଲିପାଟଣା ଜଇନାବାଦରେ ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୨ ଗୁରୁତର ହୋଇଥିବା ସୂଚନା । ବାଣ ତିଆରି ବେଳେ ଘଟିଲା ବିସ୍ଫୋରଣ । ପହଂଚିଲା ବାଲିପାଟଣା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଭାର୍ଗବୀ ନଦୀ ପଠାରେ ଥିବା ଏକ ଘରେ ବେଆଇନ ଭାବେ ବାଣ ତିଆରି ହେଉଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ପାଉଁଶ ହୋଇଯାଇଥିବା କୁହାଯାଉଛି।
ଖବର ଲେଖାଯିବା ବେଳକୁ ବାଲିପାଟଣା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ନିଆଁ ଲିଭା କାର‌୍ୟ୍ୟ ଜାରି ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking