27.1 C
Bhubaneswar
Friday, May 10, 2024
Homeଓଡିଶାଆସନ୍ତାକାଲି ହେବନି ବସ୍ ଧର୍ମଘଟ

ଆସନ୍ତାକାଲି ହେବନି ବସ୍ ଧର୍ମଘଟ

ଭୁବନେଶ୍ୱର: ଆସନ୍ତାକାଲି ୧୦ ଜିଲ୍ଲାରେ ହେବନି ଘରୋଇ ବସ ଧର୍ମଘଟ । କଳାହାଣ୍ଡି ଜିଲ୍ଲା ସହ ପାଖ ୧୦ ଜିଲ୍ଲାରେ ହେବନି ଧର୍ମଘଟ । କାଲି ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଚାଲିଲେ ଧର୍ମଘଟ ହେବ କହିଥିଲା ସଂଘ । ଆଜି ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲେ । ଧର୍ମଘଟରୁ ଓହରିବା ନେଇ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking