33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆପଣଙ୍କୁ ଠିକ ଭାବରେ ନିଦ ହେଉନାହିଁ କି ? ତେବେ କରନ୍ତୁ ଏହିସବୁ କାମ ...

ଆପଣଙ୍କୁ ଠିକ ଭାବରେ ନିଦ ହେଉନାହିଁ କି ? ତେବେ କରନ୍ତୁ ଏହିସବୁ କାମ …

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନରେ ଆଜିକାଲି ମଣିଷ ଅତ୍ୟାଧିକ ଚାପଗ୍ରସ୍ତ  ହୋଇ ରହୁଛି । ସେଥିପାଇଁ ରାତିରେ ଅଧିକାଂଶ ଲୋକଙ୍କୁ ଠିକ୍ ଭାବରେ ନିଦ ହୋଇ ନ ଥାଏ। ଅନିଦ୍ରତା କାରଣରୁ ଅକାଳରେ ଅନେକ ରୋଗ ମାଡିବସେ। ଫଟୋରେ ପଢନ୍ତୁ ଖବର…

ଶୋଇବା ପୂର୍ବରୁ  ଉସୁମ ତେଲରେ ମୁଣ୍ତକୁ ଭଲ ଭାବରେ ମାଲସ କରନ୍ତୁ।  ଏବଂ ହାତ ଓ ପାଦର ଆଙ୍ଗୁଳି ଗୁଡିକୁ ଭଲ ଭାବରେ ମସାଜ୍ ମଧ୍ୟ କରନ୍ତୁ ।  ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମହୁ ସହିତ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କୁ ଭଲ ନିଦ ହୋଇ ପାରିବ।

ଭଲ ନିଦ ପାଇଁ ଶୋଇବା ପୂର୍ବରୁ ଉଷୁମ କ୍ଷୀର ଏକ୍ ଗ୍ଲାସ୍ ପିଅନ୍ତୁ।  ହଳଦୀ କ୍ଷୀର ମଧ୍ୟ ଆପଣ ଶୋଇବା ପୂର୍ବରୁ ପିଇଲେ ବହୁତ ଲାଭ ମିଳିବ।  ସେହିପରି, ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ  ଅଖରୋଟ୍ ଓ ଡ୍ରାଏଫ୍ଲଟସ୍ ମିଶାଇ ଖାଇପାରିବେ। ଏହା ଆପଣଙ୍କୁ ଭଲ ନିଦ ହେବା ପାଇଁ ସହାୟକ ହେବ।  ନିଜ ରାତି ଖାଦ୍ୟରେ ଆପଣ କିଓ୍ବି,କାବୁଲି ବୁଟ ମଧ୍ୟ ସାମିଲ୍ କରିପାରିବେ। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଭଲ ନିଦ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking