29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଅନୀଲ ଚୈାହାନ ନୂଆ ସିଡିଏସ

ଅନୀଲ ଚୈାହାନ ନୂଆ ସିଡିଏସ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଜେନେରାଲ ଅନୀଲ ଚୈାହାନ ହେବେ ନୂଆ ସିଡିଏସ । ସିଏଡସି ଭାବେ ଅନୀଲ ଚୈାହାନ ଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର । ସିଡିଏସ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି କାର୍ଯ୍ୟ କରିବେ । ୧୯୬୧ରେ ଜନ୍ମିତ ଅନୀଲ ଚୈାହାନ ଗତବର୍ଷ ଅବସର ନେଇଥିଲେ । ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡିଂ ଇନ୍ ଚିଫ୍ ଥିଲେ ଅନୀଲ ଚୌହ୍ୱାନ । ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ସିଡିଏସ ପଦବୀ ଖାଲି ପଡିଥିଲା । ୯ ମାସ ପରେ ନୂଆ ସିଡିଏସ ଭାବେ ନିଯୁକ୍ତି ହୋଇଛନ୍ତି ଅନୀଲ । ପ୍ରାୟ ୪୦ ବର୍ଷ ଧରି ଚାଲିଥିବା ଏକ କ୍ୟାରିଅରରେ ଲେଫ୍ଟ ଜେନେରାଲ ଅନିଲ ଚୈାହାନ ଅନେକ କମାଣ୍ଡ, ଷ୍ଟାଫ୍ ଏବଂ ଇନଷ୍ଟ୍ରୁମେଣ୍ଟାଲ୍ ନିଯୁକ୍ତି ପାଇଥିଲେ ଏବଂ ଜାମ୍ମୁ କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତରେ କାଉଣ୍ଟର ବିଦ୍ରୋହ କାର୍ଯ୍ୟ ରେ ବ୍ୟାପକ ଅଭିଜ୍ଞତା ପାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking