29.1 C
Bhubaneswar
Sunday, May 5, 2024
Homeଓଡିଶାବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡିଶା ଡେଭଲପମେଣ୍ଟ ଫୋରମ ଦ୍ଵାରା ଚାଲିଥିବା ଆନ୍ଦୋଳନ କୁ...

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡିଶା ଡେଭଲପମେଣ୍ଟ ଫୋରମ ଦ୍ଵାରା ଚାଲିଥିବା ଆନ୍ଦୋଳନ କୁ ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ର ଙ୍କ ସମର୍ଥନ

 

ବ୍ରହ୍ମପୁର : ଓଡ଼ିଶା ଡେଭଲପମେଣ୍ଟ ଫୋରମ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ, ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜନଜାଗରଣ କରିବା ଓ ଓଡ଼ିଶା ସରକାରଙ୍କୁ ଜାଗ୍ରତ କରିବା ପାଇଁ ବିନାୟକ ଆଚାର୍ଯ୍ୟ କଲେଜ ସାମ୍ନାରେ ଆଜି ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।

ଅନୁଷ୍ଠିତ ହୋଇଥିବା ସଭାରେ ବିପୁଳ ମାତ୍ରାରେ ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ର ସମାଜ ର ସମର୍ଥନ ମିଳିଥିଲା ଓ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ସେମାନେ ପ୍ରତିଶୃତି ଦେଇଥିଲେ।

ଓଡ଼ିଶା ଡେଭଲପମେଣ୍ଟ୍ ଫୋରମ୍ ର ବରିଷ୍ଠ ସଦସ୍ୟ ଭି.ସୋମେଶ୍ବର ରାଓ ଙ୍କ ନେତୃତ୍ବ ରେ ହୋଇଥିବା ଏହି ଆନ୍ଦୋଳନ ରେ ପ୍ରୀତିସ୍ ପାଣିଗ୍ରାହୀ, ବନମାଳୀ ଅଜୟ, ଟି. ସୋମେଶ୍ୱର ରାଓ, ଫୋରମ୍ ଉପସଭାପତି ଶ୍ରୀମତୀ ବବିତା ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ମଧୁସୁଦନ ସାହୁ,
ବହୁମୂଖୀ ସମାଜ ମଙ୍ଗଳ କେନ୍ଦ୍ର ର ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, କେ.ଧର୍ମା ରାଓ, ପି.  ଭେଙ୍କଟ ରମଣ, ଗଜେନ୍ଦ୍ର ଚୌଧୁରୀ, ଗୋପାଳ କୃଷ୍ଣ ରଥ, ମନିସ୍ କୁମାର, ଚିତ୍ତ ରଂଜନ ପାଠି, ୟଶ୍ ୱନ୍ତ୍ ଅଶୋକ କୁମାର, ଡି. ଜନାର୍ଦ୍ଦନ ରାଓ, କାନ୍ତ ରାଓ, ଇପାରି ରାଜୁ ପାତ୍ର,
ନେହାଲ ରାଜୁ, ଗୌରବ ପୃଷ୍ଟି, ଭି. ନିତିନ କୁମାର, ୟସବନ୍ତ୍, ଅଶୋକ କୁମାର, ଲୋକନାଥ ଆଚାର୍ଯ୍ୟ, ନିରଞ୍ଜନ ଗୌଡ, ଡି. ଜଗନ୍ନାଥ ରାଓ, ସିଏଚ.  ହରି ପାତ୍ର, ଏ .ରମେଶ ପାତ୍ର, Y ନାରାୟଣ, ନିରଞ୍ଜନ ନାୟକ, ଟି. ଜୟ ଲକ୍ଷ୍ମୀ, ଇ.ତିରୁପତି ପାତ୍ର, ଏ. ଅଶୋକ ପାତ୍ର, ଏସ .ବଦ୍ରି ନାରାୟଣ, ଏ.କିଶୋର ପାତ୍ର, ବସନ୍ତ କୁମାର ସାହୁ, ଏଲ. ଲୋକନାଥ ଆଚାରି, ନିରଞ୍ଜନ ଗୌଡ, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking