27.8 C
Bhubaneswar
Friday, July 3, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କଲା ଏୟାର ଇଣ୍ଡିଆ

ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କରିଛି। ଯୁଦ୍ଧ ଯୋଗୁଁ ବିମାନ ସେବାକୁ ସାମୟିକ ବାତିଲ କରାଯାଇଥିଲା। ଗୁରୁବାର ଏୟାର ଇଣ୍ଡିଆ କୋଝିକୋଡ୍‌ର ସଲାହକୁ ବିମାନ ଉଡାଣ କରିଛି। ସେହିପରି କୋଝିକୋଡ୍‌ରୁ କୁଏତ ଓ ବାଙ୍ଗାଲୋରକୁ ବିମାନ ଉଡାଣ ଶୁକ୍ର ଓ ଶନିବାର ଠାରୁ ଆରମ୍ଭ ହେବ। ଏହିସବୁ ସ୍ଥାନରୁ ଭାରତକୁ ମଧ୍ୟ ବିମାନ ଉଡାଣ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking