31 C
Bhubaneswar
Wednesday, July 1, 2026
Homeଓଡିଶାସୋଆ କ୍ୟାମ୍ପସ୍‌-୨ପରିସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍‌ର ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟିତ

ସୋଆ କ୍ୟାମ୍ପସ୍‌-୨ପରିସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍‌ର ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌-୨ ପରିସରରେ ବୁଧବାର ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟି୍‌ତ ହୋଇଯାଇଛି। ଏହି ନୂତନ ଶାଖାକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟିତ କରିଥିଲେ। ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ଭୁବନେଶ୍ୱର ଶାଖାର ଜୋନାଲ୍ ମ୍ୟାନେଜର ଶ୍ରୀ ଭୂଷଣ ଶର୍ମା, ସର୍କଲ୍ ହେଡ୍ ଶ୍ରୀ ରମେଶ କୁମାର ସାମଲ ଓ ବ୍ରାଂଚ ହେଡ୍ ଶ୍ରୀ ତପନ କୁମାର ମୁଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସୋଆର ଚାଟାର୍ଡ ଆକାଉଟାଂଟ ଶ୍ରୀ ସରୋଜକାନ୍ତ ସାମଲ୍‌, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଏହି ଶାଖା ଦ୍ୱାରା ସୋଆର ଛାତ୍ରଛାତ୍ରୀ, ସମ୍‌ର କର୍ମଚାରୀ ଓ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବେଶ୍ ଉପକୃତ ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking