27.8 C
Bhubaneswar
Friday, July 3, 2026
Homeଓଡିଶାଶବକୁ ମିଳିଲାନି ଶ୍ମଶାନ: ୨୬ ଘଣ୍ଟା ପରେ ଚାଷ ଜମିରେ ଶେଷକୃତ୍ୟ

ଶବକୁ ମିଳିଲାନି ଶ୍ମଶାନ: ୨୬ ଘଣ୍ଟା ପରେ ଚାଷ ଜମିରେ ଶେଷକୃତ୍ୟ

ଭଦ୍ରକ : ଶବକୁ ମିଳିଲାନି ଶ୍ମଶାନ । ୨୬ ଘଣ୍ଟା ପଡ଼ି ରହିବା ଚାଷ ଜମିରେ କଲେ ଶବ ସତ୍କାର । ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଶ୍ମଶାନକୁ ବାରଣ କଲେ ଗ୍ରାମବାସୀ । ଦୀର୍ଘ ୨୬ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ଆଜି ସମ୍ପନ୍ନ ହୋଇଛି ଶେଷକୃତ୍ୟ । ନିଜ ଚାଷ ଜମିରେ ମୃତ ବ୍ୟକ୍ତିଙ୍କ ହୋଇଛି ଶବ ସତ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ଗାଜିଗାଁ ଆଦିବାସୀ ସଂପ୍ରଦାୟର ଜାକାକା ଦାମ ୫ ବର୍ଷ ତଳେ ଅନ୍ୟ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସକାଳେ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking