27.8 C
Bhubaneswar
Friday, July 3, 2026
Homeଓଡିଶାଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି

ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି

ଛେଣ୍ଡିପଦା: ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି, ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ । ପୁଣି ସବୁଠି ସିସିଟିଭି ଥିବା ମନ୍ଦିରରୁ ଚୋରି। ଅନୁଗୋଳଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ମନ୍ଦିର ରୁ ହୁଣ୍ତିଭାଙ୍ଗି ପୁଣି ଆଜି ଚୋରି ହୋଇଛି । ୬ମାସ ହେବ ହୁଣ୍ତି ଖୋଲା ହୋଇ ନଥିବା ବେଳେ ୧ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଥିବା ଗ୍ରାମବାସୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ, ମନ୍ଦିରର ସିସିଟିଭି  ୨ମାସ ହେବ ବନ୍ଦ ରହିଛି। ଆଜି ଲୋକମାନେ ମନ୍ଦିରକୁ ଫୁଲ ତୋଳିବାକୁ ଆସିଥିବା ବେଳେ ମନ୍ଦିର ହୁଣ୍ତି ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଫଳରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଛେଣ୍ଡିପଦା ପୁଲିସ ନିକଟରେ ଅଭିଯୋଗ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking