30.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗପିକଅପ ଭ୍ୟାନ ଗାଡି ଓଲଟି ଡ୍ରାଇଭର ଗୁରୁତର

ପିକଅପ ଭ୍ୟାନ ଗାଡି ଓଲଟି ଡ୍ରାଇଭର ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ଆଳୁଘାଟିରେ ଆଜି ଦିନ 12 ଘଟିକା ସମୟରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ପିକପ ଭ୍ୟାନ ଗାଡି ଅଙ୍ଗନବାଡି ଜିନିଷ ପତ୍ର ଧରି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ବାଡେଇହୋଇ ଯାଇଥିଲା। ଘଟଣା ସ୍ଥଳରେ ଗାଡି ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ରାସ୍ତାରେ ଯାଉଥିବା ଲୋକ ଚାଳକକୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।ଚାଳକର ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ଅନୁସନ୍ଧାନ ଜରିରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking