28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭଉଣୀକୁ ବି ଛାଡ଼ିଲାଣି ରାକ୍ଷସ ଭାଇ

ଭଉଣୀକୁ ବି ଛାଡ଼ିଲାଣି ରାକ୍ଷସ ଭାଇ

ନୂଆଦିଲ୍ଲୀ : ଆୟର୍ଲାଣ୍ଡର ୱେଷ୍ଟମିଥ୍ ସହିତ ଏକ ଚକିତ ଏବଂ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜର ନାବାଳକ ଭଉଣୀକୁ ୫ ଥର ବଳାତ୍କାର କରିବାକୁ ଚେଷ୍ଟା କରିଛି । କହିରଖୁଛି ଯେ, ୩୧ ବର୍ଷର ସେହି ବ୍ୟକ୍ତି ଏଭଳି ଘୃଣିତ କାମ ୪ବର୍ଷ ପର୍ଯ୍ୟନ୍ତ କରିଥିଲା । ସେତେବେଳେ ସେ ନିଜେ ବି ନାବାଳକ ଥିଲା । ସେତେବେଳେ ତାର ବୟସ ୧୪ରୁ ୧୮ ବର୍ଷ ମଧ୍ୟରେ ରହିଥିଲା । ଆୟର୍ଲାଣ୍ଡ କୋର୍ଟ ଶୁଣାଣି ସମୟରେ ସେହି ଅଭିଯୁକ୍ତକୁ ଭାଉ ଭଉଣୀର ଯୌନ ଶୋଷଣ କରିବାକୁ ନେଇ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଶୁକ୍ରବାର ଦିନ ତାକୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟରେ ହୋଇଥିବା ଶୁଣାଣୀ ଅନୁସାରେ, ବଳାତ୍କାରୀ ୨୦୦୪ରୁ ୨୦୦୭୪ ମଧ୍ୟରେ ନିଜ ନାବାଳିକା ଭଉଣୀ ସହ ୫ ଥର ଦୁଷ୍କର୍ମ କରିଛି । ଏହାକୁ ବାଦ ଦେଲେ ୨୦୦୭ରୁ ୨୦୦୮ ମଧ୍ୟରେ ନିଜ ଭାଇର ମଧ୍ୟ ଯୌନ ଶୋଷଣ କରିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking