39.1 C
Bhubaneswar
Friday, April 26, 2024
Homeଓଡିଶାପ୍ରାଣ ନେଲା ଇୟର ଫୋନ

ପ୍ରାଣ ନେଲା ଇୟର ଫୋନ

ଖୋର୍ଦ୍ଧା : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏଭଳି ଏକ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକରେ ୩ଜଣ ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ରୋଡ ଅରାଗଡ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରେନ । ଇୟର ଫୋନ ଦେଇ ବାଇକରେ ଯିବାବେଳେ ପିଟିଲା କଟକ-ପୁରୀ ପାସେଞ୍ଜର ଟ୍ରେନ ।
https://onakhabar.com/2020/02/29/hungry-bear/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking