29.1 C
Bhubaneswar
Sunday, May 26, 2024
Homeଓଡିଶାପିକ୍‌ନିକ୍ ବସ୍ ଓଲଟି ୩୫ ଆହତ

ପିକ୍‌ନିକ୍ ବସ୍ ଓଲଟି ୩୫ ଆହତ

ମୋହନା : ପିକ୍‌ନିକ୍ ବସ୍ ଓଲଟି ୩୫ ଆହତ । ତପ୍ତପାଣି ଘାଟିରେ ପିକ୍‌ନିକ୍ ବସ୍ ଦୁର୍ଘଟଣା ଘଟିଛି । ଘାଟିରୁ ପିକ୍‌ନିକ୍ ବସ୍ ଓଲଟି ୩୫ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମଳିଛି । ଭାରସାମ୍ୟ ହରାଇ ଘାଟିରୁ ଓଲଟି ପଡ଼ିଲା ବସ୍ । ୬୦ରୁ ଅଧିକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ପାଇଁ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରାଙ୍ଗ ଯାଇଥିଲେ। ସେଠାରେ ପିକ୍‌ନିକ୍‌ ସାରି ସେମାନେ ଖସଡ଼ା ଯାଇଥିଲେ। ସେଠାରୁ ଅପରାହ୍ନରେ ଘରକୁ ଫେରୁଥିଲେ। ହେଲେ ମୋହନା ତପ୍ତପାଣି ଘାଟିରେ ବାମ ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।। ସ୍ଥାନୀୟ ଲୋକ ଓ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking