31.1 C
Bhubaneswar
Monday, June 17, 2024
Homeଓଡିଶା୩୦ରେ ଓଡିଶା ଆସିବେ ରାହୁଲ

୩୦ରେ ଓଡିଶା ଆସିବେ ରାହୁଲ

ଭୁବନେଶ୍ୱର : ଆସନ୍ତା ୨୯ରେ ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ ଏବଂ ୩୦ ତାରିଖରେ ସାସିବେ ରାହୁଲ ଗାନ୍ଧି ।  ୨୯ ତାରିଖରେ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ ଏବଂ ଅପରାହ୍ନ ୩ଟାରେ ଚାନ୍ଦବାଲିଠାରେ ଖଡଗେଙ୍କ ସଭାର ଆୟୋଜନ ରହିଛି । ସେହିପରି ୩୦ ତାରିଖ ଦିନ ୧୧ ଟାରେ ସିମୁଳିଆ ସାନମହିତପୁରରେ ରାହୁଲଙ୍କ ସଭା ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking