35.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଡାକ୍ତରଙ୍କ ଘରେ ପଶିଲା ବାଘ

ଡାକ୍ତରଙ୍କ ଘରେ ପଶିଲା ବାଘ

କର୍ଣ୍ଣାଟକ : କର୍ଣ୍ଣାଟକର ଚାମରାଜ ନଗର ଇନ୍ସିଚ୍ୟୁଟ ଅଫ ମେଡିକାଲ ଓ ସାଇନ୍ସ ବିଦ୍ୟାଳୟର ଡାକ୍ତରଙ୍କ ଘରେ ଏକ କଲରାପତରିଆ ବାଘ ପଶିଯାଇଛି । ଏହି ବାଘଟିର ଘରେ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ଦେଖାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଘଟି ଡାକ୍ତରଙ୍କ ଘରେ ପଶି ଯାଇଥିଲା ଓ ଘରେ ଏଣେ ତେଣେ ଘୁରି ବୁଲିଥିଲା । ତେବେ ମେଡିକାଲରେ ଥିବା ଓ ମେଡିକାଲକୁ ଆସୁୁଥିବା ରୋଗୀ ମାନେ ଭୟଭୀତ ନହେବା ପାଇଁ ବିଭାଗୀୟ କର୍ତ୍ତୁପକ୍ଷ କହିଛନ୍ତି । ତେବେ ଏହି ମେଡିକାଲଟି ଚାମରାଜ ମୁଖ୍ୟ ନଗର ଠାରୁ ୮ କି.ମି ଦୁରରେ ଥିବାରୁ ଏଥିରେ ଭୟଭୀତ ନହେବା ପାଇଁ କଲେଜ କର୍ତ୍ତୁପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking