30.1 C
Bhubaneswar
Sunday, May 5, 2024
Homeଓଡିଶାରାଜଧାନୀରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ

ରାଜଧାନୀରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ

ଭୁବନେଶ୍ୱର: ଆଉ ସୁରକ୍ଷିତ ନୁହେଁ ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ଏଠାରେ ଅପରାଧୀକ କାର୍ଯ୍ୟକଳାପ ବଢି ବଢି ଚାଲିଛି । ଅପରାଧୀଙ୍କ ସାହାସ ଏତମାତ୍ରାରେ ବଢିଗଲାଣି ଯେ, ଏବେ ଘରେ ପଶି ଆକ୍ରମଣ କରିବାକୁ ବି ପଚାଉନାହାନ୍ତି । ଠିକ ଏମିତି ଏକ ଅଘଟଣ ଭୁବନେଶ୍ୱରର ଶୈଳଶ୍ରୀବିହାର ଅଂଚଳରେ ଦେଖିବାକୁ ମିଳିଛି । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଂଚଳରେ ଏହି ଅଘଟଣ ଘଟିଛି । ପଡୋଶୀ ଘରର ଯୁବକ ଘରେ ପଶି ଛୁରାମାଜଡ କରିଥିବା ସୂଚନା ମିଳିଛି । ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ତେବେ ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ନିଜେ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଛୁରାମାଡ କରିବାର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପଂହଚି ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking