28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଭାରତୀୟ ଯବାନ ସହିଦ

ଭାରତୀୟ ଯବାନ ସହିଦ

ନୂଆଦିଲ୍ଲୀ : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ । ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।ସହିଦ ଯବାନ ଜଣକ ହେଲେ ଭାରତୀୟ ସେନାରେ କାର୍ଯ୍ୟରତ ଅନୀଶ ଥୋମାସ । ତେବେ ସୂଚନା ଅନୁଯାୟୀ, ଜମ୍ମୁ – କାଶ୍ମୀର ସୁନ୍ଦରବଣି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ।
ସହୀଦ ଯବାନ ଆସନ୍ତା ୨୫ ତାରିଖରେ ନିଜ ଘରକୁ ଫେରିବା ପାଇଁ ହୋଜନା କରିଥିଲେ । ସେ କେରଳର ବୋଲି ଜଣାପଡ଼ିଛି । ଆଜି ସକାଳେ ସେ ସହୀଦ ହୋଇଥିବା କଥା ତାଙ୍କ ପରିବାର ବର୍ଗ ଜାଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking