35.1 C
Bhubaneswar
Sunday, May 10, 2026
Homeଓଡିଶାକୋଟିଆ ଓଡିଶାର ଥିଲା, ରହିବ: ଆଇନ ମନ୍ତ୍ରୀ

କୋଟିଆ ଓଡିଶାର ଥିଲା, ରହିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: କୋଟିଆ ଓଡିଶାର ଥିଲା ଓ ରହିବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ସହ ଗଣ୍ଡଗୋଳକୁ ନେଇ କଡା ପ୍ରତିକ୍ରିୟା ରଖି କହିଛନ୍ତି, ଅଧିକାର ନ ଥାଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଆନ୍ଧ୍ର । କିନ୍ତୁ ଆମେ ଛାଡିବୁ ନାହିଁ । ରାଜନୈତିକ କାରଣରୁ କୋଟିଆକୁ ଖରାପ ନଜରରେ ଦେଖିଲେ ଛାଡିବୁନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking