22.1 C
Bhubaneswar
Friday, December 5, 2025
Homeଓଡିଶା୨୦୨୫-୨୬ରେ କ୍ରିଟିକାଲ ଗ୍ୟାପ ଫଣ୍ଡ ଯୋଜନାରେ ୧୨୬ କୋଟି ଟଙ୍କାର ବଜେଟ ପ୍ରାବଧାନ

୨୦୨୫-୨୬ରେ କ୍ରିଟିକାଲ ଗ୍ୟାପ ଫଣ୍ଡ ଯୋଜନାରେ ୧୨୬ କୋଟି ଟଙ୍କାର ବଜେଟ ପ୍ରାବଧାନ

ଭୁବନେଶ୍ୱର :ଆଜି ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଛନ୍ତି ଯେ,   ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଜିଲ୍ଲାକୁ ଦିଆଯାଉଥିବା କ୍ରିଟିକାଲ ଗ୍ୟାପ ଫଣ୍ଡ କେବେ ଠାରୁ କେଉଁ କାରଣ ପାଇଁ ବନ୍ଦ କରାଯାଇଛି ? ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ନବୀକରଣ ନୂତନ ପ୍ରତିଷ୍ଠାନ ପାଇଁ ବର୍ତ୍ତମାନ କେଉଁ କେଉଁ ଯୋଜନାରେ ଅର୍ଥ ପ୍ରଦାନ କରାଯାଉଅଛି ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତରରେ କହିଛନ୍ତି ଆର୍ଥିକ ବର୍ଷ ୨୦୨୫-୨୬ ରେ କ୍ରିଟିକାଲ ଗ୍ୟାପ ଫଣ୍ଡ ଯୋଜନା ଅଧିନରେ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ମୋଟ ୧୨୬.୦୦ କୋଟି ଟଙ୍କାର ବଜେଟ ପ୍ରାବଧାନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking