ଭୁବନେଶ୍ୱର: ବିଜେଡିକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ବଡ ବୟାନ ରଖି କହିଛନ୍ତି, ବିଜେପିକୁ ହଟାଇବା ପାଇଁ ଲଢେଇ କରୁଛୁ , ବିଜେଡି ବି ଲଢେଇ କରୁ । ଆଗକୁ ବିଜେଡି ଓ କଂଗ୍ରେସ ମିଳିତ ହୋଇ ଲଢିବେ କି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ଭବିଷ୍ୟତ କିଏ ଦେଖିଛି କହି ସସପେନ୍ସ ବଢାଇଲେ । ଇଭିଏମ ହଟିଲେ ଭୋଟ ଚୋରି ବନ୍ଦ ହେବ କହିଛନ୍ତି ଭକ୍ତ ।










