17.1 C
Bhubaneswar
Wednesday, December 10, 2025
Homeଓଡିଶା୨ବର୍ଷରେ ୧୦୦ଟି ମଡେଲ ମଣ୍ଡି ଲକ୍ଷ୍ୟ: ମନ୍ତ୍ରୀ

୨ବର୍ଷରେ ୧୦୦ଟି ମଡେଲ ମଣ୍ଡି ଲକ୍ଷ୍ୟ: ମନ୍ତ୍ରୀ

ଭୁବନେଶ୍ୱର: ମଡେଲ ମଣ୍ଡି ଖୋଲିବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ରାଜ୍ୟରେ ୩୨ଟି ମଡେଲ ମଣ୍ଡି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।  ୨ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି କରିବାକୁ ଯୋଜନା ରହିଛି ।  ଖୁବଶୀଘ୍ର ଡିପିଆଇ ପ୍ରସ୍ତୁତ କରି ଟେଣ୍ଡର ପ୍ରକ୍ରିୟା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking