17.1 C
Bhubaneswar
Wednesday, December 10, 2025
Homeଓଡିଶାଓଡିଶାରେ ୩, ୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ

ଓଡିଶାରେ ୩, ୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ

ଭୁବନେଶ୍ୱର : ଓଡିଶାରେ  ୩, ୭୩୮ ବାଂଲାଦେଶୀ  ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ସର୍ୱାଧିକ  ୧,୬୪୯  ବାଂଲାଦେଶୀ ଅଛନ୍ତି । ଜଗତସିଂହପୁରରେ ୧, ୧୧୨ , ମାଲକାନଗିରିରେ ୬୫୫ ଭଦ୍ରକରେ  ୧୯୯ , ନବରଙ୍ଗପୁରରେ  ୧୦୬ ବାଂଲାଦେଶୀ , ଭୁବନେଶ୍ୱରରେ ୧୭ ଜଣ ଚିହ୍ନଟ ହୋଇଛନ୍ତି ।  ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking