28.9 C
Bhubaneswar
Monday, July 13, 2026
Homeଓଡିଶାଭଡ଼ା ଘରେ ଯୁବତୀଙ୍କୁ ଆତ୍ମହତ୍ୟା

ଭଡ଼ା ଘରେ ଯୁବତୀଙ୍କୁ ଆତ୍ମହତ୍ୟା

ଭୁବନେଶ୍ୱର: ଭଡ଼ା ଘରେ ଯୁବତୀଙ୍କୁ ଆତ୍ମହତ୍ୟା । କବାଟ ଭାଙ୍ଗି ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୁଲିସ।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଲା ପୁଲିସ। ମୃତ ଯୁବତୀ ଜଣକ ହେଲେ ଗୋଲଡି ଓରଫ ମନୀଷା।ତେବେ ​ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭଡ଼ ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ମନୀଷା ମୋବାଇଲ ଜବତ ହୋଇଥିବା ବେଳେ ଆଗକୁ କଲ ରେକର୍ଡ ଯାଞ୍ଚ ହୋଇପାରେ। ସୂଚନା ମୁତାବିକ, ଆଜି ସକାଳେ ପାହାଳ ଥାନା ଅଞ୍ଚଳରେ ଏକ ଭଡାଘରୁ କବାଟ ଭାଙ୍ଗି ଯୁତବୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ। ଗତକାଲି ଯୁବତୀ ଜଣକ ପାହାଳ ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଯୁ ଯୁବତୀଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking