35.1 C
Bhubaneswar
Tuesday, May 26, 2026
Homeଓଡିଶାକାଠେଯାଡି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର

କାଠେଯାଡି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ ପୁରୀଘାଟ ଥାନା ଅନ୍ତର୍ଗତ କାଠେଯାଡି ନଦୀ ପଠାରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ କିଏ, କେହି ହତ୍ୟା କରି ତାଙ୍କୁ ନଦୀ ପଠାରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାକୁ ନେଇ ତନାଘନା ଜାରି ରହିଛି ଗତ ୨୧ ତାରିଖରେ ତ୍ରିଶୂଳିଆ କାଠେଯାଡି ନଦୀ ପଠାରେ ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା । ଯାହାର ଚିହ୍ନଟ ଆଜି ଯାଏଁ ହୋଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking