28.1 C
Bhubaneswar
Wednesday, June 24, 2026
Homeଓଡିଶା୧୦୦% ଇକେୱାଇସି କରାନ୍ତୁ: ଯେଗାଣ ସଚିବ

୧୦୦% ଇକେୱାଇସି କରାନ୍ତୁ: ଯେଗାଣ ସଚିବ

ଭୁବନେଶ୍ୱର: ଯୋଗାଣ ସଚିବଙ୍କ ତାଗିଦ । ଯୋଗଣା ଅଧିକାରୀଙ୍କୁ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କଡ଼ା ତାଗିଦ । ଧାନ କିଣା ବେଳେ ଅବହେଳା କରିଥିବା କିଛି ଯୋଗାଣ ଅଧିକାରୀଙ୍କୁ ସିଧା ସିଧା ତାଗିଦ କରିଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂହ । ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀଙ୍କୁ ସଚିବ ତାଗିଦ କରିଛନ୍ତି ।ଧାନ କିଣାରେ SHG ନିୟୋଜିତ କରିବା କାରଣରୁ ଭଦ୍ରକ CSOଙ୍କୁ ପ୍ରଶ୍ନ କରିଛନ୍ତି ସଚିବ। SHGଙ୍କୁ ନିୟୋଜିତ କରାଯିବାର କୌଣସି ବ୍ୟବସ୍ଥା ନାହିଁ। ନିଜ ଦରମାରୁ ପଇସା କଟିବ। ଚିଠିର ଉତ୍ତର ଦେଉନଥିବାରୁ ବି ଅସନ୍ତୋଷ ଝାଡ଼ିଲେ ସଚିବ। ସେହିପରି ଜଗତସିଂପୁର CSOଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସଚିବ। ଚାଉଳ ଡେଲିଭରୀରେ ବିଳମ୍ବକୁ ନେଇ ତାଗିଦ କରିଛନ୍ତି। ବଲାଙ୍ଗୀର ଓ ଢେଙ୍କାନାଳ CSOଙ୍କୁ ବି ତାଗିଦ କରିଛନ୍ତି। କୋରାପୁଟ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଅସନ୍ତୋଷ ଝାଡିଛନ୍ତି ସଚିବ ସଞ୍ଜୟ ସିଂହ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking