ସୁନ୍ଦରଗଡ: ଗ୍ରାମସଭା ପାଲଟିଲା ରଣକ୍ଷେତ୍ର । ଆଦାନୀ କମ୍ପାନୀକୁ ବିରୋଧ , ଗ୍ରାମସଭାରେ ମାରପିଟ ଚାଲିଛି । ଆଦାନୀ ସପକ୍ଷବାଦୀ ଓ ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି । ହେମଗିରି ବିଜାହାନ କୋଇଲା ଖଣି ପାଇଁ ବସିଥିଲା ଗ୍ରାମସଭା । ଆଦାନୀ କମ୍ପାନୀକୁ ବିଜାହାନ ଜନସାଧାରଣଙ୍କ ବିରୋଧ । ଅଧାରୁ ବନ୍ଦ ହେଲା ଗ୍ରାମସଭା । ଗ୍ରାମସଭାକୁ ଅଧାରୁ ବନ୍ଦ କଲା ସ୍ଥାନୀୟ ପ୍ରଶାସନ ।










