35 C
Bhubaneswar
Wednesday, June 17, 2026
Homeଓଡିଶାଜନବସତି ମୁହାଁ ଗୋଠଛଡ଼ା ହାତୀ: ଚିନ୍ତାରେ ଗ୍ରାମବାସୀ

ଜନବସତି ମୁହାଁ ଗୋଠଛଡ଼ା ହାତୀ: ଚିନ୍ତାରେ ଗ୍ରାମବାସୀ

କେନ୍ଦୁଝର: କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା ହାତୀ । ହାତୀଟି ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଏହି ଦନ୍ତା ହାତୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମଧ୍ୟ ହାତୀଟି ବାରମ୍ବାର ଜନବସତି ମୁହାଁ ହେଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ବେଳେ ଏହାକୁ ଜଙ୍ଗଲ ମୁହାଁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking