33.7 C
Bhubaneswar
Tuesday, June 16, 2026
Homeଓଡିଶାମହାପ୍ରଭୁଙ୍କ ଦର୍ଶନ କଲେ ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ

ମହାପ୍ରଭୁଙ୍କ ଦର୍ଶନ କଲେ ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ

ପୁରୀ : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ପରେ ସିଂହଦ୍ୱାର ନିକଟରେ, ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଇ ସ୍ୱାଗତ କରିଥିଲେ ଜିଲ୍ଲାପାଳ। ସେପଟେ ଆଜି ପୁରୀ ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରକ୍ରିୟା ଏବଂ ଭୋଟର ତାଲିକା ପ୍ରସ୍ତୁତି କାର୍ୟ୍ୟର ସମୀକ୍ଷା କରିଛନ୍ତି ।ଏହି ଅବସରରେ ସେ ପ୍ରଥମେ ପିପିଲି ବ୍ଲକ କାର୍ୟ୍ୟାଳୟ ପରିଦର୍ଶନ କରି ବୁଥ୍‌ ସ୍ତରୀୟ ଅଧିକାରୀ ବା ବିଏଲଓମାନଙ୍କ ସହ ଆଲୋଚନା କରିଥିଲେ ।ତାଙ୍କୁ ତାଙ୍କର କୌଳିକ ପଣ୍ଡା ମନ୍ଦିର ବୁଲାଇବା ସହ ମହାପ୍ରସାଦ ସେବନ କରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking