16.1 C
Bhubaneswar
Saturday, December 27, 2025
Homeଓଡିଶାଲୁଗା ଦୋକାନରେ ଅଗ୍ନିକାଣ୍ଡ

ଲୁଗା ଦୋକାନରେ ଅଗ୍ନିକାଣ୍ଡ

ଅନୁଗୁଳ :   ଜଳିଗଲା ଗଦା ଗଦା ଲୁଗା । ଅନୁଗୁଳ ଜିଲ୍ଲା ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବଜାର ଛକ ସ୍ଥିତ ଲୁଗା ଦୋକାନରେ ଅଗ୍ନିକାଣ୍ଡ  ଘଟିଛି । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ  ସୂଚନା ଦେଇ ଘଟଣାସ୍ଥଳରେ  ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥୀନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking